ଆଜି ସେ ମିଛ ସତ ପାଲଟିଯାଇଛି
ସେ କହୁଥିଲା ମୋତେ ଛାଡି ଚାଲିଯିବ
କେଉଁ ଏକ ଅଜଣା ରାଇଜେ
ଆଉ କାହା ସହିତ
ନଥିବ ସେଠି ଆମ ମିଛି ମିଛିକା ମିଛ
ହେଲେ ମୁଁ ବୁଝିପାରିଲିନି ତାର ସତ
ଭାବୁଥିଲି ସେ ଆଜି ବି ମିଛ ନାଟକ କରୁଛି
ଆଜି ବୁଝୁଛି …
କେଇଟୋପା ଲୁହ ସତ ସତିକା ଝରିପଡ଼ୁଛି ||
ଆଜି ସେ ମିଛ ସତ ପାଲଟିଯାଇଛି
ସେ କହୁଥିଲା ମୋତେ ଛାଡି ଚାଲିଯିବ
କେଉଁ ଏକ ଅଜଣା ରାଇଜେ
ଆଉ କାହା ସହିତ
ନଥିବ ସେଠି ଆମ ମିଛି ମିଛିକା ମିଛ
ହେଲେ ମୁଁ ବୁଝିପାରିଲିନି ତାର ସତ
ଭାବୁଥିଲି ସେ ଆଜି ବି ମିଛ ନାଟକ କରୁଛି
ଆଜି ବୁଝୁଛି …
କେଇଟୋପା ଲୁହ ସତ ସତିକା ଝରିପଡ଼ୁଛି ||