ବୃକ୍ଷ ଆଜି କହେ ହେ ମାନବ ଜାତି
ଶୁଣ ମୋର ଅଭିଯୋଗ
ଜଳୁଛି ମୁଁ ନିତି ସୂର୍ଯ୍ୟର କିରଣେ
ଦେଉଅଛି ଶୀତଳ ଛାୟା ସବୁରି ସମୟେ
କେବେ ଚାହିଁ ନାହିଁ ମୋହରି ସୁଖ
ତମ ସୁଖ ପାଇଁ ସର୍ବଦା ତତ୍ପର
ବୃକ୍ଷବି କାଟୁଛ, ପରିବେଶ ପ୍ରଦୂଷଣବି କରୁଛ
ନିଜ ବିପତ୍ତିକୁ ନିଜେ ଆପଣେଉଛ
ଆଜି ଅସହାୟ ନିଜ ଜୀବନକୁ ନେଇ
କିପରି ପାରିବି ତୁମକୁ ସଙ୍କଟରୁ ବଞ୍ଚେଇ ||