ଦିନେ ନ….

ଦିନେ ନ ଦେଖିଲେ ତୁମ ନୟନ
ଭରିଯାଏ ମନେ ଦୁଃଖ କଷଣ
ଜିଇଁବାକୁ ମୋ ସାଥେ କଥା ଦେଇଥିଲ
କେଉଁଆଡେ ଏକାକରି ମୋତେ ଚାଲିଗଲ
ଦିନେ ନ ଶୁଣିଲେ ତୁମ ମଧୁର ସୁର
ମନରୁ ପୀଡା କେବେ ହୁଏନି ଦୁର
ସେ ମିଠା ସୁର ଆଜି ହଜିଯାଇଛି
ସତେକି କୃଷ୍ଣ ଗୋପପୁର ଛାଡି ଚାଲିହାଇଛି
ଦିନେ ନ ହଜିଲେ ତୁମ ପ୍ରେମରେ
ସେ ପ୍ରେମିକାକୁ କିଏ ପଚାରେ
ସେ ପ୍ରେମରେ ସତେ କି ଯାଦୁ ଅଛି
ମନେ ମନେ ସେ ପ୍ରେମେ ନୀତି ହଜୁଛି

Leave a comment

search previous next tag category expand menu location phone mail time cart zoom edit close